ତାମିଲନାଡ଼ୁର ଲୁଟେରା ଗ୍ୟାଙ୍ଗକୁ ଧରିଲା କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର: ଦୈତ୍ବ ନଗରୀ କଟକ ଓ ଭୁବନେଶ୍ୱରରେ ସକ୍ରିୟ ଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ। ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ୱରରେ ମାତିଥିବା ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଗତ ୩ ମାସ ଧରି ଲୁଟପାଟ କରୁଥିଲେ। ଏହି ଗ୍ୟାଙ୍ଗକୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର। ସେମାନେ ଅଭିନବ ଢଙ୍ଗରେ କରୁଥିଲେ ଲୁଟ। … Continue reading ତାମିଲନାଡ଼ୁର ଲୁଟେରା ଗ୍ୟାଙ୍ଗକୁ ଧରିଲା କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ